ପ୍ରଧାନ ପୃଷ୍ଠା


ଓଡ଼ିଆ ଉଇକିପିଡ଼ିଆ
ଏକ ଖୋଲା ଜ୍ଞାନକୋଷ
Crystal Project Tutorials.png

ଇ-ମେଲରେ ଯୋଗାଯୋଗ

Communauté silhouette.svg

• • •

ଖୋଜିବାକୁ ଚାହୁଁଥିବା ପ୍ରସଙ୍ଗର ପ୍ରଥମ ଅକ୍ଷର ଉପରେ କିମ୍ବା ଶ୍ରେଣୀ ଉପରେ କ୍ଳିକ କରନ୍ତୁ ।

ଓଡ଼ିଶା କଳା ଓଡ଼ିଶାର ଚଳଣି ବିଜ୍ଞାନ ଭୂଗୋଳ ଓଡ଼ିଶାର ଇତିହାସ ଧର୍ମ ଓଡ଼ିଆ ରାନ୍ଧଣା ମନୋରଞ୍ଜନ
ନୂଆ ପୃଷ୍ଠାର ନାମ ଲେଖନ୍ତୁ:

ପୂର୍ବରୁ ଥିବା ପ୍ରସଙ୍ଗ ସବୁକୁ ଆପଣ ଅଧିକ ତଥ୍ୟ ଯୋଡ଼ି ଉନ୍ନତ କରିପାରିବେ ବା ନୂଆ ପ୍ରସଙ୍ଗ ତିଆରି କରିପାରିବେ

Wikipediahalf.png

ଯକ୍ଷ୍ମା

ଯକ୍ଷ୍ମା (ଟିବି) ଏକ ସଂକ୍ରମକ ରୋଗ ଯାହା ମାଇକୋବ୍ୟାକ୍ଟେରମ ଟ୍ୟୁବରକ୍ୟୁଲୋସିସଦ୍ୱାରା (MTB) ହୁଏ । ଯକ୍ଷ୍ମା ସାଧାରଣତଃ ଫୁସଫୁସକୁ ଆକ୍ରମଣ କଲେ ମଧ୍ୟ ଶରୀରର ଯେ କୌଣସି ଅଙ୍ଗରେ ଏହାଦ୍ୱାରା ରୋଗ ହୋଇପାରେ । ଅଧିକାଂଶ ସଂକ୍ରମଣରେ କୌଣସି ଲକ୍ଷଣ ହେଉ ନଥିବାରୁ ତାହାକୁ ପ୍ରଛନ୍ନ ଯକ୍ଷ୍ମା ଓ ଇଂରାଜୀ ଭାଷାରେ ଲେଟେଣ୍ଟ ଟ୍ୟୁବରକୁଲୋସିସ (latent tuberculosis) କୁହାଯାଏ । ଏହି ପ୍ରଛନ୍ନ ଯକ୍ଷ୍ମା ମଧ୍ୟରୁ ପ୍ରାୟ ୧୦% ସଂକ୍ରମଣ ସକ୍ରିୟ ରୋଗରେ ପରିଣତ ହୁଏ ଯାହାକୁ ଚିକିତ୍ସା ନ କଲେ ସେଥିରୁ ଅଧେ ଲୋକ ମୃତ୍ୟୁ ବରଣ କରନ୍ତି । ସକ୍ରିୟ ଫୁସଫୁସ ଯକ୍ଷ୍ମା ରୋଗରେ କ୍ରନିକ ବା ଦୀର୍ଘକାଳୀନ କାଶ ସ‌ହିତ ରକ୍ତ ମିଶ୍ରିତ ଖଙ୍କାର ପଡ଼େ, ଜ୍ୱର, ରାତ୍ରୀ ସ୍ୱେଦ ନିର୍ଗତ ଓ ଓଜନ ହ୍ରାସ ହୁଏ । ଓଜନ ହ୍ରାସ ହେଉଥିବାରୁ ଏହାକୁ କ୍ଷୟ ରୋଗ ନାମ ଦିଆଯାଇଥିଲା । ବିଭିନ୍ନ ଅଙ୍ଗର ସଂକ୍ରମଣରେ ଭିନ୍ନ ଭିନ୍ନ ପ୍ରକାର ଲକ୍ଷଣ ପ୍ରକାଶ ପାଏ ।

ପୁରା ପଢନ୍ତୁ...


ନଭେମ୍ବର

ଜନ୍ମ

ମୃତ୍ୟୁ

ପର୍ବପର୍ବାଣୀ

Commons-logo.png
କଳିଙ୍ଗ ଷ୍ଟାଡିଅମ ବନ୍ଧୁକ ଚାଳନା ଦେୟ
କଳିଙ୍ଗ ଷ୍ଟାଡିଅମ ବନ୍ଧୁକ ଚାଳନା ଦେୟ
ସ୍ଵତ୍ତ୍ଵାଧିକାରୀ:

  • ଉଇକିପିଡ଼ିଆର ବ୍ୟବହାର ବାବଦରେ ଶିଖିପାରିବେ। ଶିକ୍ଷଣ ଭିଡ଼ିଓ
  • ଜଣେ ଭାବରେ ଓଡ଼ିଆ ଉଇକିପିଡ଼ିଆକୁ ଆଗକୁ ନେବାରେ ସାହାଯ୍ୟ କରନ୍ତୁ ।
  • କରି ଲେଖାରେ ନୂଆ ଲିଙ୍କସବୁ ମିଶାଇ କରି ସାଇତି ରଖନ୍ତୁ । ଆପଣ ଇଂରାଜୀ ଉଇକିପିଡ଼ିଆରେ ଥିବା ଲେଖାସବୁକୁ ଖୁବ ସହଜରେ ଓଡ଼ିଆରେ ଅନୁବାଦ ମଧ୍ୟ କରିପାରିବେ ।
  • ରୁ ଅଧିକ ଜାଣନ୍ତୁ ।

ଉପରକୁ ଯିବେପୁନ ଲୋଡ଼ – ଉଇକିମିଡ଼ିଆ ଭାରତ ପୋର୍ଟାଲ – ପରିସଂଖ୍ୟାନ – – –